ଭାରତୀୟ ପାରାଲିମ୍ପିକ୍ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଟୋକିଓ ୨୦୨୦ ପାରାଲିମ୍ପିକ୍ କ୍ରୀଡାର ଭାରତୀୟ ଦଳ ପାଇଁ ଅଭ୍ୟର୍ଥନା ସମାରୋହର ଆୟୋଜନ କରିଛନ୍ତି। ଏହି ଦଳରେ ପାରା-ଆଥଲେଟ୍ସ ଏବଂ ସେମାନଙ୍କ କୋଚ୍ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଦଳ ସହିତ ଏକ ଖୋଲା ଏବଂ ଅନୌପଚାରିକ କଥାବାର୍ତ୍ତା କରିଥିଲେ। ପାରାଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ସହିତ ରେକର୍ଡ ଭାଙ୍ଗିବା ପାଇଁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। … Continue reading ଭାରତୀୟ ପାରାଲିମ୍ପିକ୍ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦୀ